ଓଡ଼ିଆ ଭାଷା ସମୃଦ୍ଧି

ଓଡ଼ିଆ ଭାଷା ସମୃଦ୍ଧି ଅଭିଯାନ

Ama Odisha
ଶ୍ରୀ ନରେନ୍ଦ୍ର ମୋଦୀ
ଶ୍ରୀ ନରେନ୍ଦ୍ର ମୋଦୀ

ମାନ୍ୟବର ପ୍ରଧାନମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀ
ଶ୍ରୀ ମୋହନ ଚରଣ ମାଝୀ

ମାନ୍ୟବର ମୁଖ୍ୟମନ୍ତ୍ରୀ

ଓଡ଼ିଆ ଭାଷା ସମୃଦ୍ଧି ଅଭିଯାନର ପ୍ରମୁଖ କେନ୍ଦ୍ରବିନ୍ଦୁ

ପୋଥି ଅବିକଳନ ଓ ଭାଷାନୁବାଦ

  • ବିରଳ ତାଳପତ୍ର ପୋଥି ଏବଂ ପାଣ୍ଡୁଲିପିକୁ ତାଲିକାଭୁକ୍ତ କରିବା
  • ଏହି ଦୁର୍ଲ୍ଲଭ ଧରୋହରର ସଂରକ୍ଷଣ
  • ଉଚ୍ଚ-ଗୁଣବତ୍ତା ଇମେଜିଙ୍ଗ୍ ମାଧ୍ୟମରେ ବିରଳ ଓଡ଼ିଆ ପାଣ୍ଡୁଲିପିର ଡିଜିଟାଇଜେସନ୍
  • ପାଣ୍ଡୁଲିପିକୁ ବୋଧଗମ୍ୟ ଫର୍ମାଟରେ ରୂପାନ୍ତର/ଅନୁବାଦ
  • ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ କୃତ୍ରିମ ବୁଦ୍ଧିମତ୍ତା/ମେସିନ୍ ଲର୍ଣ୍ଣିଙ୍ଗ ପୋର୍ଟାଲ୍ ସହିତ ଏକୀକରଣ

ଓଡ଼ିଆ ଡିଜିଟାଲ୍ ସାକ୍ଷରତା

  • ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଟାଇପିଂ ଏବଂ ଡିଜିଟାଲ୍ ଭାଷା କୌଶଳ ବିକାଶ କରିବା
  • ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ଓଡ଼ିଆ ଭାଷା ସମୃଦ୍ଧି ଅଭିଯାନ କାର୍ଯ୍ୟକ୍ରମକୁ ସହାୟତା କରିବା
  • ରାଜ୍ୟର ସମସ୍ତ ବ୍ଲକରୁ ୫୦,୦୦୦ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେବା
  • ମାନକ ଓଡ଼ିଆ କିବୋର୍ଡ ଏବଂ ଇନପୁଟ୍ ଟୁଲ୍ସର ବ୍ୟବହାରକୁ ପ୍ରୋତ୍ସାହିତ କରିବା

ଡିଜିଟାଲ୍ ତଥ୍ୟ ଭଣ୍ଡାର

  • ଦୁର୍ଲ୍ଲଭ ପୁସ୍ତକ, ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ର ଏବଂ ଅଭିଲେଖାଗାର ସାମଗ୍ରୀର ଡିଜିଟାଇଜେସନ୍
  • ଭବିଷ୍ୟତ ପିଢ଼ିର ବ୍ୟବହାର ପାଇଁ ଡିଜିଟାଲ୍ ସଂରକ୍ଷଣ, ପୁନରୁଦ୍ଧାର ଏବଂ ମେଟାଡାଟା ସୃଷ୍ଟି
  • ମେସିନ୍-ଅପଠନୀୟ ଗୁରୁତ୍ୱପୂର୍ଣ୍ଣ/ଦୁର୍ଲ୍ଲଭ ପୁସ୍ତକଗୁଡ଼ିକର ପାଠ୍ୟ ରୂପାନ୍ତର ଏବଂ ସାରାଂଶ ପ୍ରସ୍ତୁତି
  • ସହଜ ଶିକ୍ଷଣ ଏବଂ ବ୍ୟାପକ ସୁଗମତା ପାଇଁ ମନୋନୀତ ପୁସ୍ତକଗୁଡ଼ିକର ଶ୍ରାବ୍ୟ ରୂପାନ୍ତର

ଓଡ଼ିଆ ଡାଟାସେଟ୍

  • ଡିଜିଟାଲ୍ କ୍ଷେତ୍ରରେ ଓଡ଼ିଆ ଡାଟାସେଟ୍ ସୃଷ୍ଟି
  • ଗୁଣବତ୍ତା ଏବଂ ମାନକୀକରଣ ପାଇଁ ତଥ୍ୟର ବ୍ୟାଖ୍ୟା ଏବଂ ବୈଧିକରଣ
  • ଓଡ଼ିଆ ↔ ଭାରତୀୟ ଭାଷା ↔ ଇଂରାଜୀ ପାଇଁ ସମାନ୍ତରାଳ କର୍ପୋରା ବିକାଶ
  • ଭାଷିନୀ, ଗୁଗଲ୍ ଏବଂ ୱିକି ଇକୋସିଷ୍ଟମ୍ ସହିତ ସମନ୍ୱୟ କରିବା
  • ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ଉପଲବ୍ଧି ତଥା ଅସ୍ମିତାକୁ ସୁନିଶ୍ଚିତ କରିବା

ବିଭାଗ ସମୂହ