ଓଡ଼ିଆ ଭାଷାଦାନ ଅଭିଯାନ

ସ୍ବାଗତମ୍

ଓଡ଼ିଆ ଭାଷାଦାନ ଅଭିଯାନ

ଓଡ଼ିଆ ଭାଷା, ଭାରତର ଏକ ଶାସ୍ତ୍ରୀୟ ଭାଷା ଭାବେ ତାହାର ସାଂସ୍କୃତିକ ଓ ଐତିହ୍ୟ ପରମ୍ପରା ବ୍ୟାପକ ରହିଛି। କିନ୍ତୁ, କୃତ୍ରିମ ବୁଦ୍ଧିମତା (AI) ଓ ମେସିନ୍ ଲର୍ଣିଙ୍ଗ୍ (ML) ର ଦ୍ରୁତ ଉନ୍ନତି ହେଉଥିବା ଫଳରେ, ଓଡ଼ିଆ ଭାଷା ପାଇଁ ଉଚ୍ଚ-ଗୁଣାତ୍ମକ, ବିବିଧମୟ ଓ ସଂପୂର୍ଣ୍ଣ ତଥ୍ୟାଭିଳେଷ ଡାଟାସେଟ୍‌ ଉପଲବ୍ଧ ନୁହେଁ।

Ama Odisha
ଶ୍ରୀ ନରେନ୍ଦ୍ର ମୋଦି
ଶ୍ରୀ ନରେନ୍ଦ୍ର ମୋଦି

ମାନ୍ୟବର ପ୍ରଧାନମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝି
ଶ୍ରୀ ମୋହନ ଚରଣ ମାଝି

ମାନ୍ୟବର ମୁଖ୍ୟମନ୍ତ୍ରୀ

ଓଡ଼ିଆ ଭାଷାଦାନ

ଓଡ଼ିଆ ଭାଷା ପାଇଁ ଆମର ଉଦ୍ୟମ & ପ୍ରକଳ୍ପ ଧାରଣା

ଓଡ଼ିଆ ଭାଷାଦାନ ଅଭିଯାନ ହେଉଛି ଏକ ସାମୁଦାୟିକ ଉଦ୍ୟମ, ଯାହା ଦ୍ୱାରା ଓଡ଼ିଆ ଭାଷାର ବିକାଶ, ସଂରକ୍ଷଣ ଓ ଅନୁପ୍ରେରଣ ହେଉଛି। ଏହି ଅଭିଯାନ ମାନ୍ୟବାଡ଼ି ଓ ସ୍ୱେଚ୍ଛାସେବକ ମାନଙ୍କ ଭାଗୀଦାରି ଦ୍ୱାରା ଚାଲିଥିବା ଏକ ନୂତନ ପ୍ରୟାସ।

ଭାଷା ଶ୍ରବଣ ଏବଂ ଅଭିଲେଖ

84%

ଭାଷା ଅନୁବାଦ ଓ ସଂଶୋଧନ

88%

ଡାଟା ସଂଗ୍ରହ ଓ ଶ୍ରେଣୀବଦ୍ଧତା

94%

ନିଜ ପସନ୍ଦର ବିଭାଗ ଉପରେ ଅଭ୍ୟାସ କରନ୍ତୁ

ସହଯୋଗୀ ସଂସ୍ଥାଗୁଡିକ
(Supported By)